Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Cockroach Janta Party: ରାହୁଲ ଗାନ୍ଧୀଙ୍କ ହାଇ-ଟି ନିମନ୍ତ୍ରଣ ପାଇଁ CJP ନେତାଙ୍କ ସହ ଯୋଗାଯୋଗ କଲା କଂଗ୍ରେସ!

ନୂଆଦିଲ୍ଲୀ: କକ୍‌ରୋଚ୍‌ ଜନତା ପାର୍ଟି (CJP)ର ନେତା ଅଭିଜିତ ଦୀପକେଙ୍କ ସହ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଯୋଗାଯୋଗ କରାଯାଇଥିବା ରିପୋର୍ଟ ହୋଇଛି। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଆୟୋଜିତ ଏକ ହାଇ-ଟି କାର୍ଯ୍ୟକ୍ରମକୁ ଦୀପକେ ଓ CJPକୁ ନିମନ୍ତ୍ରଣ କରିବା କଂଗ୍ରେସର ଉଦ୍ଦେଶ୍ୟ ଥିଲା।

ଏହି ହାଇ-ଟି କାର୍ଯ୍ୟକ୍ରମରେ INDIA ବ୍ଲକ୍‌ର ନେତା, ସିଭିଲ୍‌ ସୋସାଇଟିର ପ୍ରତିନିଧି ଏବଂ ଛାତ୍ରନେତାମାନଙ୍କୁ ଆମନ୍ତ୍ରଣ କରାଯିବାର ଯୋଜନା ରହିଥିଲା। CJPକୁ ନିମନ୍ତ୍ରଣ କରିବା ପାଇଁ ହୋଇଥିବା ଯୋଗାଯୋଗ ସମ୍ପର୍କରେ ଅଧିକ ବିବରଣୀ ମିଳିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories