Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ସିଡିପିଓ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କଳାହାଣ୍ଡି,୩୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସରୋଜା କୁମାରୀ ସେଠି ତାଙ୍କ ଚାକିରୀ ଜୀବନ ରୁ ଶୁକ୍ରବାର ଅବସର ଗ୍ରହଣ କରିଥିବା ବେଳେ କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେ କାର୍ଯ୍ୟରତ କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମି ଙ୍କ ପକ୍ଷରୁ ପ୍ରକଳ୍ପ କାର୍ଯ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ପ୍ରକଳ୍ପ ସୁପର ଭାଇଜର ଦ୍ରୋପଦି ମାଝୀ, ପ୍ରିୟାଶୀନି ତାଣ୍ଡି, ଚନ୍ଦ୍ରକାନ୍ତି ନନ୍ଦ, ପିଏ ମମତା ଡମ୍ବରୁଧର ନାଏକ,ହେମନ୍ତ ଭରା ଶଗଡ଼ିଆ, କିରାଣୀ ଆଶିଷ ରଞ୍ଜନ ମୁଣ୍ଡ,ବିପିସିଏ ମିଶନ ଶକ୍ତି କର୍ମଚାରୀ ମନୋରଞ୍ଜନ ମହାନ୍ତି,ସୁଭଦ୍ରା ସହାୟକ ଚିତ୍ତରଞ୍ଜନ ବିଶି,ପ୍ରହଲ୍ଲାଦ ଗୋପାଳ, ଅଙ୍ଗନବାଡ଼ି କର୍ମି ତରୂଲତା ଦାସ, ଭୂମିସୁତା ପ୍ରଧାନୀ, ସୁଲୋଚନା ପଟେଲ ପ୍ରମୁଖ ଉପସ୍ଥିତ ରହି ଉପଢୌକନ ସହ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ