Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନ ଦ୍ୱିପ୍ରହର ରେ ଜଙ୍ଗଲୀ ଦନ୍ତା ହାତୀ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ କୁଶୁର୍ଲା ହଜାରିପଡା ନିକଟସ୍ଥ ଶାନ୍ତି ବନ ଠାରେ ଶନିବାର ଏକ ଜଙ୍ଗଲୀ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। କୌଣସି ମତେ ଖବର ପାଇ କେସିଙ୍ଗା ,ନର୍ଲା ଓ ମ. ରାମପୁର ରେଞ୍ଜ ର କର୍ମଚାରୀ ମାନେ ପହଁଚି ,ହାତୀ ଟିକୁ ଘଉଡେଇବାର ସକ୍ଷମ ହୋଇଥିଲେ।ତେବେ ଦନ୍ତାହାତୀ ଟିକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନ୍ୟ ପଟେ ଏହି ଦନ୍ତା ହାତୀ ଟି କେଉଁଠୁ ଆସିଲା ତାହାସ୍ପଷ୍ଟ ଜଣା ପଡ଼ିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ