Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗ୍ରୀଷ୍ମ ପ୍ରବାହ ସମୟରେ ପଶୁ ସ୍ୱାସ୍ଥ୍ୟ ପରିଚାଳନା ସମ୍ପର୍କିତ ତାଲିମ ଶିବିର

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଖେତୁପଡା ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ପକ୍ଷରୁ ସୁପୋଷଣ ପ୍ରକଳ୍ପ ଜରିଆରେ ଗ୍ରୀଷ୍ମ ପ୍ରବାହ ସମୟରେ ପଶୁ ସ୍ୱାସ୍ଥ୍ୟ ପରିଚାଳନା ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସାଧନ କର୍ମୀ ଭାବେ ପ୍ରାଣୀମିତ୍ର ପ୍ରେମାନନ୍ଦ ସାହୁ , ଗ୍ରାମୀଣ ସଂଯୋଜକ ଅମ୍ବରିଷ ମିଶ୍ର ପ୍ରମୁଖ ଯୋଗ ଦେଇ ପଶୁପାଳନ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ,ପଶୁମାନଙ୍କ ଉପରେ ଉଚ୍ଚ ତାପମାତ୍ରାର ପ୍ରଭାବ |

ପଶୁମାନଙ୍କରେ ଉତ୍ତାପ ଚାପ ହ୍ରାସ କରିବାର ଉପାୟ ଓ ଗ୍ରୀଷ୍ମ ପ୍ରବାହ ସମୟରେ ପଶୁମାନଙ୍କୁ କରିବାର ଉପାୟ |ଉପରେ ତାଲିମ ପ୍ରଦାନ କରିଥିଲେ।

ଏଥିରେ ଖେତୁପଡା, ଆଇଁଳାପାଳି ଗ୍ରାମରୁ ତାଲିମର୍ଥୀ ମାନେ ଅଂଶ୍ୱାଗତହଣ କରିଥିବା ବେଳେ ଗ୍ରାମୀଣ ଗୋଷ୍ଠି ସଂଗଠକ ଜିତେନ୍ଦ୍ର ଭୋଇ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଓ ପୁଷ୍ପା ବାରିକ ସହଯୋଗ କରିଥିଲେ।