ଚଳିତ ବର୍ଷ ଗ୍ରୀଷ୍ମର ପ୍ରକୋପ ରଥଯାତ୍ରା ପରେବି ଜାରି ରହିଅଛି ଏପରିକି ଆଷାଢ଼ ମାସରେବି ସକାଳୁଆ କ୍ଲାସ ଚାଲିଛି l ଫଳରେ ଚାଷ କାମ ପଛେଇ ଯିବାସହ କଂକ୍ରିଟ ରାସ୍ତା, ଛାତ ଘର,ଆଜବେଷ୍ଟର ଘର ସହ ବାରମ୍ବାର ବିଦ୍ୟୁତ କାଟ ଗ୍ରାମ୍ୟ ଜୀବନକୁ ଅସ୍ତ ବ୍ୟସ୍ତ କରି ପକାଇଛିl ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଡ଼ଙ୍ଗରମୁଣ୍ଡା ର ଯୁବ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ “ଭିଲେଜ ଇନ ସମର ଶୀର୍ଷିକ ବାଲୁକା କଳା ନିର୍ମାଣ କରି ସରକାରଙ୍କ ଦ୍ତୁଷ୍ଟି ଆକର୍ଷଣ କରିଛନ୍ତି l
ବାଲୁକା କଳାରେ’ ଭିଲେଜ ଇନ ସମର’
