Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରେକିଙ୍ଗ ନ୍ୟୁକ:ପଣସ ବୋଝେଇ ପିକ ଅପ ଭ୍ୟାନ ଓଲଟି ଡ୍ରାଇଭର ମୃତ,୬ ଗୁରୁତର।

କୋକସରା:୨୮/୦୬
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଢୁଲୁ ଘାଟି ରେ ମର୍ମଦୁନ୍ତ ସଡକ ଦୁର୍ଘଟଣା,ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଘାଟି ରାସ୍ତାରେ ନିର୍ମାଣ ଧୀନ ଏକ ପୋଲ ରୁ ତଳେ ପଡି ଦୁର୍ଘଟଣା ସୂଚନା.. ଘଟଣାସ୍ଥଳରେ ଡ୍ରାଇଭର ଙ୍କ ମୃତ୍ୟୁ ସୂଚନା ୬ ଜଣ ଗୁରୁତର ଙ୍କୁ ଜୟପାଟଣା ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ମୃତ ଡ୍ରାଇଭର ହେଲେ ଜଳା ସିଂ। ଗୁରୁତର ସମସ୍ତ ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ଗୁରୁତର ଙ୍କ ମଧ୍ୟରେ ମହିଳା ରହିଥିବା ଜଣାପଡିଛି। ନବରଙ୍ଗପୁର ଜିଲ୍ଲା ପାତ୍ରପୁଟ ଗାଁ ରୁ ପଣସ ବୋଝେଇ କରି ଜୟପାଟଣା ବ୍ଲକ ଧନସୁଲି ସାପ୍ତାହିକ ବଜାର କୁ ଆସୁଥିବା ବେଳେ ଦୁର୍ଘଟଣା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ୬ ଜଣ ଗୁରୁତର ଙ୍କୁ ଉଦ୍ଧାର କରି ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।