କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ସଭାପତି ନରୋତ୍ତମ ସେଲମା ଙ୍କ ନେତୃତ୍ୱରେ ବୁଧବାର ନୂତନ ଭାବେ ଯୋଗ ଦେଇଥିବା କ ର୍ଲା ମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରିଣୀବିଜୟ ଲଷ୍ମୀ ନାଗ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଏଥିରେ ପ୍ରେସ କ୍ଲବ ସଭାପତି ତଥା ଓଡିଶା ସାମ୍ବାଦିକ ସଂଘ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନରୋତ୍ତମ ସେଲମା,ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ, ଉପସଭାପତି ସତ୍ୟ ନାରାୟଣ କୁମାର,ସଭ୍ୟ ପ୍ରଦୀପ ରଣା,ସତ୍ୟ ବ୍ରତ ବଗର୍ତ୍ତି, ହିରୋଜ ସାହୁ ପ୍ରମୁଖ ଯୋଗ ଦେଇ ବ୍ଳକ କୁ ଶିକ୍ଷା କ୍ଷେତ୍ରରେ ରାଜ୍ୟ ରେ ଏକ ନମ୍ବର କିପରି କରାଯାଇ ପାରିବ ସେ ଦିଗରେ ଗୋଷ୍ଠି ଶିକ୍ଷା ଅଧିକାରିଣୀ ଙ୍କ ସହ ଆଲୋଚନା କରିଥିଲେ
ପ୍ରେସ କ୍ଲବ ପକ୍ଷରୁ ବିଇଓ ଙ୍କୁ ସୌଜନ୍ୟ ମୂଳକ ସକ୍ଷ।ତ
