Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରୀ ଛାତ୍ର ଙ୍କୁ ପୋଷାକ ବଣ୍ଟନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ରେଗଡା ଭୋଇ ପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁବାର ଛାତ୍ରୀ ଛାତ୍ର ମାନଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି ।ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ଉପ ସଭାନେତ୍ରୀ ମିଳି ନାଗ ,ସଭ୍ୟ ପ୍ରଦୀପ କୁମାର,ସହ ଶିକ୍ଷକ ପ୍ରସନ୍ନ କୁମାର ସାହୁ ଙ୍କ ଉପସ୍ଥିତିରେ ୩୫ ଜଣ ଛାତ୍ରୀ ଛାତ୍ର ଙ୍କୁ ସ୍କୁଲ ୟୁନିଫର୍ମ ପ୍ରଦାନ କରାଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ