Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମାନନ୍ଦ ପାତ୍ର ଙ୍କୁ ବିବେକ ସେନା ର ସମ୍ପାଦକ ରୂପେ ମନୋନୀତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ର ଅବସର ପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ପାତ୍ର ଙ୍କୁ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବିବେକ ସେନା ର ସମ୍ପାଦକ ଭାବେ ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମନୋନୀତ କରିଛନ୍ତି | ଶିକ୍ଷକତା ରୁ ଅବସର ନେବା ପରେ ଶ୍ରୀ ପାତ୍ର କର୍ଲାମୁଣ୍ଡା ଅଂଚଳ ର ଶିକ୍ଷା, ସ୍ୱାସ୍ଥ୍ୟ ତଥା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ କାର୍ଯ୍ୟରତ, ଏହି ଦାୟିତ୍ୱ ପାଇଁ ସେ ବିବେକ ସେନା ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଙ୍କୁ କୃତଜ୍ଞତା ଜଣାଇବା ସହ ମା ମାଟିର ସେବା କରିବା କୁ ଏହା ପ୍ରେରଣା ଦେବ ବୋଲି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ