Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେମରା ପଞ୍ଚାୟତ ରେ ମଧୁବାବୁ ପେନସନ ଯୋଜନା ରେ ସାମିଲ ହେଲେ ୨୮ ହିତାଧିକାରୀ।

କୋକସରା:୧୩/୦୭ କୋକସରା ବ୍ଲକ ଟେମରା ପଞ୍ଚାୟତ ରେ ଗୁରୁବାର ୨୮।ଜଣ ନୂତନ ମଧୁବାବୁ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି ।ଏହି ଅବସର ରେ ଟେମରା ପଞ୍ଚାୟତ ସରପଞ୍ଚ କ୍ଷେତିରାମ ପାତ୍ର ,ସମିତି ସଭ୍ୟା ଅନୁସୂୟା ମାଝୀ, ସମ୍ମାନିତ ଅତିଥି ଭାବେ ହେମନ୍ତ ବାଣୁଆ, ଦୁଷ୍ମନ୍ତ କୁମାର ପାତ୍ର,ବୃନ୍ଦାବନ ସତନାମୀ,କମଣ୍ଡଳ ପଟେଲ, ଲଳିତ ସତନାମୀ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିବା ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌତମ ନାଗ,ଗ୍ରାମ ରୋଜଗାର ସେବକ ଘନଶ୍ୟାମ ବାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ