Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଜନତା ଦଳ ର ଜନସମ୍ପର୍କ ପଦଯାତ୍ରା…. ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଚେତନତା କୁ ଗୁରୁତ୍ୱ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ବିଭିନ୍ନ ପଞ୍ଚାୟତ ର ଗାଁ ଗୁଡ଼ିକ ରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି।ଏଥିରେ ନର୍ଲା ବିଧାୟକ ଭୁପିନ୍ଦର ସିଂ,କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷଦ( କ)ଯୋନ ସଦସ୍ୟ ମହେନ୍ଦ୍ର ରଣା ,ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ବିଜେଡିମହିଳା ବ୍ଳକ ସଭାପତି ରିତୁ ରାଣୀ ନାଗ, ବିଜେଡି ମହିଳାରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସେବତୀ ରଣା, ଯୁବବିଜେଡି ବ୍ଳକ ସଭାପତି ସଙ୍ଗୀତ ଭୋଇ, ନର୍ଲା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଦେବେନ୍ଦ୍ର କୁମାର,ଛାତ୍ର ବିଜେଡି ଜିଲ୍ଲା ସମ୍ପାଦକ ଅଜୟ କୁମାର, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ନନ୍ଦି କିଶୋର ଭୋଇ,ଛାତ୍ର ବିଜେଡି ବ୍ଳକ ସଭାପତି ସଲିମ ଶେଖର ରଣା ,ବିଜେଡ଼ି ମେଡିଆ ସେଲ ବ୍ଳକ ସଂଯୋଜକ ତ୍ରିସଙ୍କ ରଣା ପ୍ରମୁଖ ଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ କର୍ଲାମୁଣ୍ଡା ବ୍ଲକ ର ଗଜବାହାଲ, ରିସିଡ଼ା, ପୌରକେଲା, ତେରେସୀଙ୍ଗା, ରାଜପୁର ଓ କର୍ଲାମୁଣ୍ଡା ପଂଚାୟତ ର ବିଭିନ୍ନ ଗାଁ କୁ ଜନ ସମ୍ପର୍କ ପଦ ଯାତ୍ରା ରେ ଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକ ଉପରେ ଜନ ସଚେତନତା ସୃଷ୍ଟି କରିବା ସହ ଜନ ସମ୍ପର୍କ ସୃଷ୍ଟି କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କର୍ଲାମୁଣ୍ଡା ପଞ୍ଚାୟତ ବିଜେଡି ସଭାପତି ଦିନ ବନ୍ଧୁ ସାହୁ,ବିଜେଡି ନେତା ଶିବ ଲାଲ କେଡ଼ିଆ, ପ୍ରଦୀପ ସାହୁ,ଅର୍ଜୁନ ସାହୁ,ବିରଞ୍ଚି ରଣା ,ପ୍ରଫୁଲ୍ଲ ସାହୁ ,କପିନ୍ଦ୍ର ରଣା,ପ୍ରଦୀପ ଗହୀର ,ସୁରୁ ଗହୀର,ବବୁଲୁ ଦଣ୍ଡ ସେନା, ଶଙ୍କର ସାହୁ,ରାମ ଗୋପଲ ସାହୁ,ମିତ୍ର ଭାନୁ ସାହୁ,ସ୍ୱାଗତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ