Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଖୀ ୱାନଷ୍ଟପ ସେଣ୍ଟରର ପଞ୍ଚମ ବାର୍ଷିକ ଉତ୍ସବ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଫୁଲବାଣୀ ସଖୀ ୱାନଷ୍ଟପ ସେଣ୍ଟରର ପଞ୍ଚମ ବାର୍ଷିକ ଉତ୍ସବ ସହିତ ଷ୍ଟେକ୍‌‌ ହୋଲଡ଼ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ି.ଏସ୍‌‌.ପି ସୁବ୍ରତ କୁମାର ବେହେରା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ରଜତ କୁମାର ଦିଗାଲ ସଭ୍ୟ ସଦାଶିବ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସଖୀର ପରିଚାଳିକା ଅପର୍ଣ୍ଣା ବେହେରା କାର୍ଯ୍ୟକ୍ରମ ଲକ୍ଷ ଏବଂ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିବା ବେଳେ ଆଇନଜୀବି ନନ୍ଦିତା କୁମାରୀ ବିଭିନ୍ନ ଆଇନ ଦିଗ ଉପରେ ଆଲୋକପାତ କରିଥିଲେ।