Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ ମନ୍ତ୍ରୀ ପାହ୍ୟା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଥିବା 2000 ବ୍ୟାଚ୍ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ଭି.କେ ପାଣ୍ଡିଆନଙ୍କ ଗତକାଲି ସ୍ବେଚ୍ଛାକୃତ ଅବସରକୁ କେନ୍ଦ୍ର ଅନୁମୋଦନ କରିଥିଲା।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ବିଙ୍ଗପ୍ତି ପ୍ରକାଶ ପାଇଛି, ସିଧାସଳଖ ନବୀନ ପଟନାୟକଙ୍କ ଅଧୀନରେ କାର୍ଯ୍ୟ କରିବେ। 5ଟି ଓ ନବୀନ ଓଡି଼ଶାର ଅଧକ୍ଷ ହେଲେ ପାଣ୍ଡିଆନ, ତାଙ୍କୁ ଆଜି କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଅଛି ।