Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ଠାରେ ସମବାୟ ସପ୍ତାହ ପାଳନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ଠାରେ ସମବାୟ ସପ୍ତାହ ପାଳନ ହୋଇଯାଇଛି। ଏଥିରେ ସମବାୟ ସମିତିର ସଭାପତି ଇନ୍ଦୁମତି ଭୋଇ ସମିତିର ପତାକା ଉତ୍ତୋଳନ କରିଥିଲେ ଏଥିରେ କାର୍ଯ୍ୟ ନିର୍ଵାହି ଭବାନୀ ଶଙ୍କର ସାହୁ ଙ୍କ ସମେତ ନିର୍ଦ୍ଦେଶକ/ନିର୍ଦ୍ଦେଶିକାଙ୍କ ମଧ୍ୟରୁ ନିର୍ଦ୍ଦେଶକ ଭରତ ସାହୁ, ସତ୍ୟମ ରଣା, ରଥ ରଣା, ଭରତଚନ୍ଦ୍ର ବେହେରା, କ୍ଷମରାଜ ସାହୁ, ଆନନ୍ଦ ସାହୁ, କବିରାଜ ସାହୁ, ଶୁକ୍ରୁ ରଣା, , ଟିକ ବାଗ ,ବନିତା ସାହୁ ,ଡାଟା ଏଣ୍ଟ୍ରି ଅପରେଟର ଅଚିନ ଅନୁଭବ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ସମବାୟ ସପ୍ତାହ ପାଳନ ର ଉଦେଶ୍ୟ ତଥା ରବି ଋଣ ନିମନ୍ତେ ଯୋଜନା ପ୍ରସ୍ତୁତ,୨୦୨୩ ଧାନ ମଣ୍ଡି ର ସୁପରିଚାଳନା ବିଷୟରେ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ