Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେ ବି ୱା ସି ପକ୍ଷରୁ ରୌପ୍ୟ ଜୟନ୍ତୀ ଶୁଭାରମ୍ଭ ଉତ୍ସବ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜ୍ୟୋତି ବିକାଶ ଯୁବକ ସଂଘ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିବ l ଏଥିପାଇଁ ମଙ୍ଗଳବାର ପ୍ରତିଷ୍ଠା ଦିବସରେ ଉତ୍ସବର ଶୁଭାରମ୍ଭ ହୋଇଛି l ସଂଘ ସଭାପତି ଫକୀର ଚରଣ ସାହୁ ପତାକା ଉତ୍ତୋଳନ କରି ପଣ୍ଡିତ ନେହେରୁଙ୍କ ଫଟୋଚିତ୍ର ରେ ପୂଜାର୍ଚନା କରିଥିଲେ l ସମ୍ପାଦକ ନରୋତ୍ତମ ସେଲମା, ଯୁଗ୍ମ ସମ୍ପାଦକ କୈଳାସ ସାହୁ, ଭଜଶ୍ୟାମ ରଣା, ପୀତବାସ ସାହୁ, ରଞ୍ଜନ ନାଏକ, ଟଙ୍କଧର ସାହୁ ପ୍ରମୁଖ ଯୋଗଦେଇ ଉତ୍ସବର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ