Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆରମ୍ଭ ହେଲା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ। ଆଜିଠୁ ଏପ୍ରିଲ ୮ ଯାଏ ଚାଲିବ ନାମଲେଖା। ୧୧ ତାରିଖରୁ ଆରମ୍ଭ ହେବ ସକାଳୁଆ କ୍ଲାସ।

ଏଥିପାଇଁ ସ୍ବତନ୍ତ୍ର କ୍ୟାଲେଣ୍ଡର ପ୍ରିଣ୍ଟ କରାଯିବା ସହ ପ୍ରଥମ ଥର ପାଇଁ ନୂଆ ଡାଏରି ବି ଉନ୍ମୋଚନ ହୋଇଛି। ପିଲାମାନଙ୍କୁ ବହି ମଧ୍ୟ ବଣ୍ଟାଯିବ। ଖାତା ବି ପ୍ରିଣ୍ଟ ଚାଲିଛି। ୧୦୬ ଅପ୍‌ଗ୍ରେଡେଡ୍‌ ସ୍କୁଲରେ ପ୍ରାଥମିକତା ପାଇବେ ସେହି ସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ସୂଚନା ଅନୁଯାୟୀ ୧୦୬ ଅପ୍‌ଗ୍ରେଡେଡ୍‌ ସ୍କୁଲର ଯିଏ ପ୍ରଧାନଶିକ୍ଷକ ଥିଲେ ସେ ଏକାଦଶ ଶ୍ରେଣୀର ପ୍ରିନ୍ସପାଲ ଇନ୍‌ଚାର୍ଜ ରହିବେ। ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ