ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ଭେଟିଥିଲେ। ଏହି ସମୟରେ ଦୁହେଁ ନେଇଥିବା ସେଲଫି ଏବେ ଖୁବ ଭାଇରାଲ ହୋଇଛି। ମେଲୋନୀ ଫଟୋ ସେୟାର କରିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛନ୍ତି। ଜର୍ଜିଆ ମେଲୋନୀ ପୋଷ୍ଟ କରିଥିବା ସେଲଫିକୁ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସେୟାର କରିଛନ୍ତି।
ମୋଦିଙ୍କ ମେଲୋଡି ଫୋଟୋ ଭାଇରାଲ #Melodi
