Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ବ୍ଲକ: ଆଦିସ୍କନ୍ଧ ସମାଜ ବ୍ଲକ ସଭାପତି ଓ଼ କର୍ମକର୍ତା ଚୟନ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ବସ୍ତି ସ୍ଥିତ କାଜୁ ବଗିଚା ଠାରେ ରବିବାର କର୍ଲାମୁଣ୍ଡା ବ୍ଲକ ଆଦିସ୍କନ୍ଧ ସମାଜର କର୍ମ କର୍ତ୍ତା ଚୟନ ହୋଇଯାଇଛି। ଜିଲ୍ଲା ସଭାପତି ପ୍ରକାଶ ମାଝୀ ଙ୍କ ଉପସ୍ଥିତ ରେ କର୍ମ କର୍ତ୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ଲକ ସଭାପତି
ଗୋବିନ୍ଦ ଭୋଇ,ଉପ-ସଭାପତି ଦୟାନିଧି ମାଝୀ ଓ ସୁମନ୍ତ ମାଝୀ
ସାଧାରଣ ସମ୍ପାଦକ ନନ୍ଦି କିଶୋର ଭୋଇ,ସହ-ସମ୍ପାଦକ ନୂଆଧର ଭୋଇ ,କୋଷାଧକ୍ଷ ସନ୍ତୋଷ ଜାନୀ,ମିଡ଼ିଆସେଲ ମହେନ୍ଦ୍ର ପ୍ରଧାନ ଓ ତରୁଣ ଜାନୀ, ପତ୍ରବାହକ ଶରତ ଜାନୀ ପ୍ରମୁଖ ସର୍ବ ସହମତିରେ ଚୟନ ହୋଇଥିଲେ। କାର୍ଯ୍ୟକ୍ରମ ରେ ପଂଚାୟତ ର ସଭାପତି, ସମ୍ପାଦକ, ଗ୍ରାମ୍ୟ କମିଟି ସଭାପତି ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇ, ସୁବାଷ ଭୋଇ, ସ୍ୱାଗତ ଭୋଇ, ବୂଟାସିଂ ଭୋଇ, ଚିନ୍ତାମଣି ଭୋଇ, ସିମାଞ୍ଚଳ ଭୋଇ, କର୍ଣ୍ଣ ଭୋଇ, ପବିତ୍ର ଭୋଇ, ଉତ୍ତମ ଭୋଇ, ବାବ୍ରୁ ବାହାନ ଭୋଇ, ଅଶ୍ଵନି ମାଝୀ, ଦୟା ଭୋଇ, ଗୋପାଳ ଭୋଇ, ବିଷମ ଭୋଇ, ଜଳନ୍ଧର ଭୋଇ, କେଦାର ଭୋଇ, ବୀରଞ୍ଚି ମାଝୀ, ତିରଣ ଭୋଇ, ଜଗନ୍ନାଥ ମାଝୀ ଙ୍କ ସମେତ ବହୁ ଆଦିସ୍କନ୍ଧ ସମାଜ ଓ ଆଦିବାସୀ ସମାଜ ର ସଭ୍ୟ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ