Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଆଦିବାସୀ ସଂଘ ପକ୍ଷରୁ ବିଡ଼ିଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

କୋକସରା:୦୬/୧୨ କୋକସରା ବ୍ଲକ ରେ ଯୋଗ ଦେଇଥିବା ବ୍ଲକ ଗୋଷ୍ଠି ଅଧିକାରିଣୀ ସ୍ନେହାପ୍ରଭା ମାଝୀ ଙ୍କୁ ବୁଧବାର କୋକସରା ବ୍ଲକ।ଆଦିବାସୀ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସର ରେ ଆଦିବାସୀ ସଙ୍ଘ ର ବ୍ଲକ ସଭାପତି ହେମନ୍ତ କୁମାର ମାଝୀ, ସମ୍ପାଦକ ତ୍ରିନାଥ ଶବର, ନୀଳକଣ୍ଠ ମାଝୀ, ମୁକ୍ତେଶ୍ଵର ନାଏକ,ସୀମାଞ୍ଚଳ ପୁଝାରି,ଧର୍ମାନନ୍ଦ ନେଗି ପ୍ରମୁଖ ବ୍ଲକ କାର୍ଯ୍ୟାଳୟ ରେ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ବିଡ଼ିଓ ସ୍ନେହାପ୍ରଭା ମାଝୀ ମଧ୍ୟ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।