Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଗୁଡ଼ା: ମଟର ସାଇକେଲ ଦୁର୍ଘଟଣାରେ ଜଣେ ମୃତ, ଛଅ ଆହତ, ତିନି ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ଦେଇ ଯାଇଥିବା ୫୯ ନଂ.ଜାତୀୟ ରାଜପଥର ରାଜସ୍ବ ବଙ୍ଗଳା ନିକଟରେ ଥିବା ଏକ ଜଳଖିଆ ଦୋକାନ ଏବଂ ଘଟଣା ସ୍ଥଳରେ ଥିବା ୭ ଜଣଙ୍କ ଉପରେ ଦୃତଗତି ରେ ମଟର ସାଇକେଲ ନଂ. ଓଡି-୦୩-ଭି-୭୪୦୨ ଧକ୍କା ଦେବାରୁ ଘଟଣା ସ୍ଥଳରେ ସୁନାପାଙ୍ଗା ନିବାସୀ ସିମାଞ୍ଚଳ ସାହୁ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ପାଞ୍ଚ ଜଣଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତିନି ଜଣ ଗୁରୁତର କୈବଲ୍ୟ ପାତ୍ର, ସୁରଜ କୁମାର ବେହେରା, ଏବଂ ବାଇକ ଚାଳକ ବିପ୍ଳବ ପ୍ରଧାନଙ୍କୁ ଜିଲ୍ଲା ଚିକିତ୍ସାଳୟ ଫୁଲବାଣୀ ସ୍ଥାନାନ୍ତରିତ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ