କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବୋରପଦର ଠାରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁ (ଏନକ୍ୟୁଏଏସ) ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନ ର ଯାଞ୍ଚ କମିଟି ପକ୍ଷରୁ ଶୁକ୍ରବାର ଏକ୍ସଟରନାଲ ଏସେସମେଣ୍ଟ ହୋଇଥିବା ଜଣା ପଡ଼ିଛିI ଜାତୀୟ ସ୍ତର ରୁ ଆସିଥିବା ଏହି ଟିମ କୁ ଙ୍
ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାଗତ କରାଯାଇଥିଲା I ଏହି ଟିମ ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିଦର୍ଶନ କରିଥିଲେ ଏବଂ ଗୁଣାତ୍ମକ ମାନର ଆକଳନ ନିମନ୍ତେ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ I ଏଥିରେ ରବି କୁମାର ମନ୍ତ୍ରୀ , ଶ୍ଵେତା ଚରଣ , ଭବାନି ଶଙ୍କର ସାହୁ,ରୀତା ନାଏକ, କୁମାରୀ ଜ୍ୟୋତି ମାନସ କଟା ରହିଥିବା ବେଳେ ବିପିଏମ୍ ଅଜିତ ସିଂ କୁମାର, ପିଏଚଇଓ କିଶୋର ଚନ୍ଦ୍ର ଦାଶ, ବିଡିଏମ ବିଶ୍ୱଜିତ ମହାନ୍ତି, ବେଦ ଶଙ୍କର ସାହୁ , ରଂଜିତା ନାଏକ , ପ୍ରିୟଙ୍କା ଚୌଧୁରୀ, ପ୍ରଶାନ୍ତ ଦୀପ , ସମସ୍ତ ଆଶା କର୍ମୀ ତଥା ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଏବଂ ବ୍ଲକ ରୁ ଆସିଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ଥିଲେ I