Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଆକ୍ରମଣରେ ନର୍ଲା ରେଞ୍ଜର ଗୁରୁତର ଆହତ ମେଡିକାଲ ରେ ଭର୍ତ୍ତି

କଳାହାଣ୍ଡି, ୧୦/୧୨ (ଜଗନ୍ନାଥ ନାଏକ) : ଆଜି ରବିବାର ଦିନ ସକାଳ 6 ଘଣ୍ଟା ସମୟରେ ନର୍ଲା ରେଞ୍ଜ ଅନ୍ତର୍ଗତ ଆମ୍ ପଡ଼ା ନିକଟରେ ପ୍ରାୟ 12 ଗୋଟି ଜଙ୍ଗଲି ହାତୀ ପଲ ଆସି କାନ୍ଦୁଲ ଏବଂ କପା ଚାଷ କୁ ନଷ୍ଟ କରୁଥିବା ବେଳେ ଖବର ପାଇ ନର୍ଲା ବନବିଭାଗ ରେଞ୍ଜର ପ୍ରଶାନ୍ତ ପାଲ ଙ୍କ ନେତୃତ୍ଵ ରେ ଏକ ଟିମ୍ ପହଞ୍ଚି ହାତୀପଲ ଙ୍କୁ ଘୋଡାଉଥିବା ସମୟରେ ରେଞ୍ଜର ପ୍ରଶାନ୍ତ ପାଲ୍ ଙ୍କୁ ଏକ ହାତୀ ଆକ୍ରମଣ କରିଥିଲା। ରେଞ୍ଜର ଙ୍କୁ ସ୍ଥାନୀୟ ଲୋକେ ଚେତସୁନ୍ୟ ଗୁରୁତର ଭାବେ ଉଦ୍ଧାର କରି ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିବା ସୁଚନା ମିଳିଛି ।