Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଓଡ଼ିଶା ଯୁବ ଓଡ଼ିଶା କ୍ରୀଡା ଉତ୍ସବ ଉଦଘାଟନୀ ଉତ୍ସଵ ରେ ଯୋଗଦେଲେ ବ୍ଲକ ଉପାଧ୍ୟକ୍ଷ।।

କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ହାଇଅର ସେକେଣ୍ଡାରୀ ସ୍କୁଲ ରେ ଆମ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ର କ୍ରୀଡା ଉତ୍ସବ କ୍ରୀଡା ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ ଙ୍କ ନେତୃତ୍ବ ଆୟୋଜିତ କ୍ରିଡ଼ା ଉତ୍ସବରେ କଲେଜ ଅଧକ୍ଷ ଡ.ନିହାର କାନ୍ତ ପଣ୍ଡା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତଥିଭାବେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ତ୍ରିନାଥ ଠାକୁର ,ସମ୍ମାନିତ ଅତିଥିଭାବେ ସମାଜ ସେବୀ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ ପ୍ରମୁଖ ଯୋଗଦେଇ ମଶାଲ ସ୍ଥାପନ କରିବା ସହ ସାମୁହିକ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ।ଛାତ୍ର ଛାତ୍ରୀ ମାନକ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ଅଧ୍ୟାପକ ପ୍ରେମାନନ୍ଦ ସା ଧାରାବିବରଣୀ ପ୍ରଦାନ କରିଥିବା ଥିଲେ ଅଧ୍ୟାପକ ସଂଜୟ କୁମାର ପୁରୋହିତ ମଞ୍ଚ ପରିଚାଳନାକରିଥିବା ବେଳେ ଖେଳ ଶିକ୍ଷକ ବିରେନ୍ଦ୍ର ନାରାୟଣ ଦାସ,ଅଧ୍ୟାପକ ଶଙ୍କର ସତ ନାମୀ,ଭାଗବତ କଟା, ଭାରତ ଭୁଷଣ ଠାକୁର, ବିଭଂଜନ ସାହୁ, ପ୍ରଶାନ୍ତ ଯୋଶୀ,ସତ୍ୟ ହଂସ,ବିଶିକେଶନ ଧଙ୍ଗଡା ମାଝୀ, ଅଧ୍ୟାପିକା କଲ୍ୟାଣୀ ମହାନ୍ତି,ଗୀତାଞ୍ଜଳି ରାଉତ,ତୁଳସୀ ବାଗ ଙ୍କ ନେତୃତ୍ବ ରେ ୧୦ ଗୋଟି କ୍ରିଡ଼ାପ୍ରତି ଯୋଗୀତା ଆୟେ।ଜନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ