Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାମ୍ବାଦିକ ବାବୁଲାଲ ବାଗଙ୍କ ମାତୃ ବିୟୋଗ

କଳାହାଣ୍ଡି, ୨୬/୧୨ (ଜଗନ୍ନାଥ ନାଏକ) : କହାହାଣ୍ଡି ଜିଲ୍ଲା ନର୍ଲା ନିର୍ମଳ ଟିଭି ପ୍ରତିନିଧି ବାବୁଲାଲ ବାଗ ଙ୍କ ମାତୃ ବିୟୋଗ ସୋମବାର ରାତି 7.53 ମିନିଟ ରେ ହୋଇଛି ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ l ତାଙ୍କ ମୃତ୍ୟୁ ସମୟରେ ତାଙ୍କ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ l ତାଙ୍କ ବିୟୋଗ ରେ ନର୍ଲା ପ୍ରେସ ଆସୋସିଏସନ ସଭାପତି ଦୀପକ କୁମାର ସାହୁ ସହ ସମସ୍ତ ସଦସ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି l