Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସ ବି ଆଇ ର ନୂତନ କୋଠା ଉଦଘାଟିତ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନ ଉତ୍ସବରେ ଭୁବନେଶ୍ୱର ସ୍ଥିତ ମହା ପ୍ରବନ୍ଧକ ଉତ୍ତମ କୁମାର ହାଜରା ଚୌଧୁରୀ, ଉପ ମହାପ୍ରବନ୍ଧକ ସନ୍ଦୀପ କୁମାର ଚୌବେ, ଭବାନୀପାଟଣା ଆଞ୍ଚଳିକ ପ୍ରବନ୍ଧକ କୋଳ ବାଲାଜୀ, କର୍ଲାମୁଣ୍ଡା ଶାଖା ପ୍ରବନ୍ଧକ ରାଜେଶ ପ୍ରସାଦ ହିଆଲ ଅତିଥି ଭାବେ ଯୋଗଦେଇଥିଲେ l ଏହି ନୂତନ କୋଠାରେ ଅତ୍ୟାଧୁନିକ ବ୍ୟବସ୍ଥା, ଶୀତତାପ ନିୟତ୍ରଣ ସମେତ ଅଧିକ କାଉଣ୍ଟରର ବ୍ୟବସ୍ଥା ରହିଛି lତେବେ ଏହି ଅବସରରେ ବ୍ୟାଙ୍କ ତରଫରୁ ୧୦ ଜଣ ମହିଳା ଙ୍କୁ ସ୍କୁଟି ପ୍ରଦାନ କରାଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ