Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ଆଦିବାସୀ ଭବନ ନିର୍ମାଣ ର ଭିତ୍ତିପ୍ରସ୍ତ ସ୍ଥାପନ ସମାରୋହ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ରୁଗୁଡିପଡା ଠାରେ ବ୍ଲକ ଆଦିବାସୀ ଭବନ ନିର୍ମାଣ ର ଭିତ୍ତିପ୍ରସ୍ତ ସ୍ଥାପନ ସମାରୋହ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭା ରେ ବ୍ଳକ ଆଦିବାସୀ ସଂଘ ସଭାପତି ସୁରେନ୍ଦ୍ର ଭୋଇ ଙ୍କ ସଭାପତି ତ୍ୱ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ,କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ବିଡ଼ିଓ ମଣ୍ଟୁ ଖମାରୀ, ତହସିଲଦାର ଅରୁଣ ବର୍ଗେ , ଜିଲ୍ଲା ପରିଷଦ ସଭ୍ୟ ମହେଦ୍ର ରଣା,ବ୍ଳକ ଆଦିବାସୀ ସଂଘ ସମ୍ପାଦକ ଗୋବିନ୍ଦ ଭୋଇ ,ମ ରାମପୁର ବ୍ଲକ ଆଦିବାସୀ ସଂଘ ସଭାପତି ଧୋବା ପନ୍ଦର, ମିର୍ଧା ସମାଜ ଜିଲ୍ଲା ସଭାପତି ସ୍ୱୟଂମ୍ବର ମିର୍ଧା,ଗଣ୍ଡୟନା ସମାଜ ବ୍ଲକ ସଭାପତି ପରଧିଆ ଧରୁଆ ଓ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇ ଆଦିବାସୀ ଭବନ ନିର୍ମାଣ ପାଇଁ ସରକାର ଅନୁଦାନ ଯୋଗେଇ ଥିବାରୁ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣେଇଥିଲେ।କାର୍ଯ୍ୟକ୍ରମ ରେ କନ୍ଧ ସମାଜ ର ବ୍ଳକ ସଭାପତି ନନ୍ଦି କିଶୋର ଭୋଇ ସଂଯୋଜନା କରିଥିଲେ ଓ ସୁମନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଚୈତନ୍ୟ ଭୋଇ,ସ୍ୱାଗତ ଭୋଇ,ସୁବାଷ ଭୋଇ,କର୍ଣ ଭୋଇ,କେଦାର ନାଥ ଭୋଇ, ବିରଞ୍ଚି ମାଝୀ, ଜଗନ୍ନାଥ ଭୋଇ,ଦୟା ଭୋଇ,ନିଳ ମାଧବ ଭୋଇ,ମହେଦ୍ର ପ୍ରଧାନୀ,ରବୀନ୍ଦ୍ର ଭୋଇ ଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ