ମଧୁବାବୁ ପେନସନ ଯୋଜନା ରେ ସାମିଲ ନୂତନ ୬୬୭ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ।

କୋକସରା:୨୬/୦୨
କୋକସରା ବ୍ଲକ ର ୨୨ ଗ୍ରାମ ପଞ୍ଚାୟତ ରେ ନୂତନ ଭାବେ ମଧୁବାବୁ ପେନସନ ଯୋଜନା ରେ ସାମିଲ ହୋଇଥବା ୬୬୭ ଜଣ ହିତାଧିକାରୀ ଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଛି। ଡ ହ ଗାଁ ପଞ୍ଚାୟତ ର ୪୬,ଡାଲଗୁମା ପଞ୍ଚାୟତ ର ୧୬,ଖୁଣ୍ଟିଆ ପଞ୍ଚାୟତ ର ୧୩, କୋକସରା ଖୁଣ୍ଟିଆ ପଞ୍ଚାୟତ ୧୦, ମାଝୀଗୁଡା ଖୁଣ୍ଟିଆ ପଞ୍ଚାୟତ ୩୩,ମୁଷପାଳି ପଞ୍ଚାୟତ ୧୪, ରେଙ୍ଗାଳପାଲି ପଞ୍ଚାୟତ ୮, ବଡ଼ ପୋଡ଼ାଗୁଡା ପଞ୍ଚାୟତ ୫୫, ଡୁ ଡୁ କା ଠେଙ୍ଗା ପଞ୍ଚାୟତ ୪୭, ଗୋ ତୋ ମୁଣ୍ଡା ପଞ୍ଚାୟତ ୨୪, ପୋଡ଼ାଗୁଡା ପଞ୍ଚାୟତ ୬୨, କାଉଡୋଳା ପଞ୍ଚାୟତ ୩୭, ମହିମା ପଞ୍ଚାୟତ ୨୧, ଟେମରା ପଞ୍ଚାୟତ ୪୩, ଆମପାଣି ପଞ୍ଚାୟତ ୩୪, ବରା ଡୋ ଙ୍ଗା ପଞ୍ଚାୟତ ୪୭, ଗମ୍ଭାରୀଗୁଡା ପଞ୍ଚାୟତ ୪୨, କନ୍ଦାବୁଟୁରା ପଞ୍ଚାୟତ ୨୧,କାଶିବାହଲ ପଞ୍ଚାୟତ ୧୬, ଲଡୁଗାଁ ପଞ୍ଚାୟତ ୩୪, ମୋଟେର ପଞ୍ଚାୟତ ୩୭ ଓ ଫୁଫଗା ପଞ୍ଚାୟତ ରୁ ୭ ସର୍ବମୋଟ ୬୬୭ ଜଣ ଙ୍କୁ ମଧୁବାବୁ ପେନସନ ରେ ବର୍ଦ୍ଧିତ ଭତ୍ତା ଟଙ୍କା ପ୍ରଦାନ କରିଥିବା ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ସୂଚନା ଦେଇଛନ୍ତି।