83 ବର୍ଷ ବୟସରେ ଦାମ ରାଉତ ଙ୍କ ଦେହାନ୍ତ


ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଅବସ୍ଥା ଗୁରୁତର ଥିଲା ଗ୍ରୁରୁବାରରୁ । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ବାପା ଦାମ ରାଉତ ଚିକିତ୍ସାଧୀନ ଥିବା ପୁଅ ସମ୍ବିତ ରାଉତରାୟ ଗୁରୁବାର ସୂଚନା ଦେଇଥିଲେ । ଗତ ଦିନରେ ମଧ୍ୟ ଦାମରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବା ଖବର ଆସୁଥିଲା ।

ସୂଚନା ଅନୁଯାୟୀ, ଆଜି ତାଙ୍କର ମୃତ୍ୟୁ ଘଟିଛି । ପ
ପ୍ରଥମେ ସେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି ହୋଇଥିଲେ, ପରେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଦାମଙ୍କୁ ରାଜଧାନୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଦାମଙ୍କ ବ୍ରେନ ଡେଡ୍ ହୋଇଥିବା ପୁଅ ସମ୍ବିତ ସୂଚନା ଦେଇଥିଲେ । ଦାମଙ୍କ ଶୁଭେଚ୍ଛୁ ଓ ପ୍ରଶଂସକ ତାଙ୍କର ମୃତ୍ୟୁ ଖବର ଶୁଣି ମର୍ମାହତ