Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା – କନ୍ଧମାଳରୁ ଅଚ୍ୟୁତ ସାମନ୍ତ କଟକରୁ ସଂତୃପ୍ତ ମିଶ୍ର

ପ୍ରକାଶ ପାଇଲା ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରଥମେ ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି ।

ପୁରୀ- ଅରୁପ ପଟ୍ଟନାୟକ

ଯାଜପୁର- ଶର୍ମିଷ୍ଠା ସେଠୀ

ଢ଼େଙ୍କାନାଳ- ଅବିନାଶ ସାମଲ

ଜଗସିଂହପୁର – ରାଜେଶ୍ବରୀ ମଲ୍ଲିକ

କନ୍ଧମାଳ- ଅଚ୍ୟୁତ ସାମନ୍ତ

କଟକ – ସଂତୃପ୍ତ ମିଶ୍ର