Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବାର ଆସୋସିଏସନ ର, ନୂତନ କର୍ମକର୍ତ୍ତା ନିର୍ବାଚିତ।

କୋକସରା:୩୦/୦୩
କଳାହାଣ୍ଡି ଜିଲ୍ଲାକୋକସରା ବାର ଆସୋସିଏସନ ର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନ ରେ ସମସ୍ତ ଆଇନଜୀବୀ ମାନେ ଅଂଶଗ୍ରହଣ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ମେହେର ନିର୍ବାଚନ ଅଧିକାରୀ ରହି ପରିଚାଳନା କରିଥିଲେ। ନିର୍ବାଚନ ରେ ବାର ଆସୋସିଏସନ ର ସଭାପତି ଭାବେ ମନୋଜ କୁମାର ନାଏକ, ସମ୍ପାଦକ ଭାବେ ଲଳିତ କୁମାର ଦାସ ,ସହ ସମ୍ପାଦକ ଭାବେ ସୁଜିତ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ପ୍ରେମଲାଲ ସିଂ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ସମସ୍ତ କର୍ମକର୍ତ୍ତା ଙ୍କୁ ପରେ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ