Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ କୋକସରା ଓଏଭି ରୁ ଅନୁଷ୍କା ଠାକୁର ଟପ୍ପର।

କୋକସରା:୧୪/୦୫
ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ ଲଡୁଗାଁ ଗ୍ରାମ ସତ୍ୟ ଠାକୁର ଙ୍କ ଝିଅ ଅନୁଷ୍କା ଠାକୁର ୯୩.୮୦ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ବେଳେ ଅମନ ଦୀପ ପଣ୍ଡିତ ୯୩.୨୦ ପ୍ରତିଶତ ମାର୍କ ରଖି ଦ୍ଵିତୀୟ ସ୍ଥାନ ରେ ଅଛନ୍ତି। ଚଳିତ ଶିକ୍ଷା ବର୍ଷ ରେ କୋକସରା ଓଏଭି ଦ୍ଵାଦଶ ପରୀକ୍ଷାରେ ମୋଟ ୫୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୨ ଜଣ କୃତକାର୍ଯ୍ୟ ହୋଇଛନ୍ତି ଓ ୮ ଜଣ କମ୍ପାଲମେଣ୍ଟ ହୋଇଛନ୍ତି। ଏନେଇ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ଦୀନବନ୍ଧୁ କର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ