Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସି ବି ଏସ ଇ ପରୀକ୍ଷାରେ ରେଗଡା ଆଦର୍ଶ ବିଦ୍ୟାଳୟର ସଫଳତା

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସ୍ନେହରାଣୀ ଦେହୁରୀ ଦଶମ ପରୀକ୍ଷାରେ ୯୫.୨% ମାର୍କ ରଖି ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି l ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି।ସେହିପରି ଏହି ବିଦ୍ୟାଳୟର ସୁଜିତ ସାହୁ ୯୩.୦୪%ଓ ଟଙ୍କଧର ସାହୁ ୮୭.୦୮% ରଖିଥିବା ଜଣାପଡିଛି l ଠିକ ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଏହି ବିଦ୍ୟାଳୟର ସ୍ନିଗ୍ଧାରାଣୀ ଗହୀର ୮୦.୨୯% ବିକାଶ ସାହୁ ୭୫.୬୦% ଓ ଯଶୋଦା ଭୋଇ ୭୪.୮୦% ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ