Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

221 ଆସନରେ NDA ଆଗୁଆ, 114ରେ ଇଣ୍ଡି ମେଣ୍ଟ ଆଗୁଆ Lok Sabha Election 2024 Result

221 ଆସନରେ NDA ଆଗୁଆ, 114ରେ ଇଣ୍ଡି ମେଣ୍ଟ ଆଗୁଆ Lok Sabha Election 2024 Result: ପ୍ରଥମ ରାଉଣ୍ଡ ଭୋଟ ଗଣତି ଆରମ୍ଭ ହୋଇଛି । ଏଥିରେ 221 ଆସନରେ NDA ଆଗୁଆ, 114ରେ ଇଣ୍ଡି ମେଣ୍ଟ ଆଗୁଆ ରହିଛି । ଅନ୍ୟାନ 12ଟି ଆସନରେ ଆଗୁଆ ରହିଛନ୍ତି ।