Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୈଜୟନ୍ତ-ମାଳବିକା ଆଗରେ, ଟୁକୁନି ସାହୁ-ଅଚ୍ୟୁତ ସାମନ୍ତ ପଛରେ

କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଗରେ ଅଛନ୍ତି। ବଲାଙ୍ଗିର ଲୋକସଭା ଆସନରେ ସଙ୍ଗୀତା ସିଂଦେଓ ଓ କଳାହାଣ୍ଡି ଲୋକସଭା ଆସନରେ ମାଳବିକା ଦେଓ ଆଗରେ ଅଛନ୍ତି। କୋରାପୁଟ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗରେ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ