ଝାରସୁଗୁଡ଼ାରେ ଦୀପାଳିଙ୍କୁ ହରାଇ ଜିତିଲେ ଟଙ୍କଧର


ରସୁଗୁଡ଼ା ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ ହେଲେ । ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ ନବ ଦାସଙ୍କ ଝିଅ ଦୀପାଳି । ଉଭୟଙ୍କ ମଧ୍ୟ କଡ଼ା ସଂଘର୍ଷ ପରେ ହାରି ଯାଇଛନ୍ତି ଦୀପାଳି ଦାସ । ଉପନିର୍ବାଚନରେ ଟଙ୍କଧରଙ୍କୁ ହରାଇଥିଲେ ଦୀପାଳି । ଏଥର କିନ୍ତୁ ଆର ପାର୍ ।

ହାରିବାର ବଦଲା ନେଲେ ଟଙ୍କଧର । ଆଉ ଝାରସୁଗୁଡାରେ ଉଡାଇଲେ ବିଜେପି ପତାକା ।