Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ବିଧାୟକଙ୍କୁ ଯାଉଛି ଫୋନ୍ କଲ, ଜାଣନ୍ତୁ କେଉଁମାନଙ୍କୁ ଗଲା ଫୋନ୍

ମୋହନ ମାଝୀଙ୍କ ନୂଆ ଟିମ୍ । ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛି ଫୋନକଲ । ସୁରଜ ସୂର୍ଯ୍ୟବଂଶୀ, ପୃଥୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, କୃଷ୍ଣଚନ୍ଦ୍ର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, ଗଣେଷରାମ ଖୁଣ୍ଟିଆ, ସୁରମା ପାଢ଼ୀ, ସମ୍ପଦ ସ୍ବାଇଁ କୁଚିଣ୍ଡା ବିଧାୟକ ରବି ନାଏକଙ୍କୁ ଫୋନ କଲ ଯାଇଛି ।