Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି କ୍ଳଷ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଂଚାୟତ କେନଝିରିଆପାଲି ସାଧନ କେନ୍ଦ୍ର ସଂଯୋଜକ ବିନୟ କୁମାର ବିଶ୍ୱାଳ ଙ୍କ ସଭାପତିତ୍ତ୍ଵ ରେ ଆଜି କେନଝିରିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଠାରେ ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଶନିବାର ଉକ୍ତ ବୈଠକ ରେ ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ସାକ୍ଷରତା ସଂଖ୍ୟl ଜ୍ଞାନ ସମ୍ପର୍କିତ ନମୁନା ପାଠ ଯୋଜନା ମାନ ନିର୍ଦ୍ଧାରଣ ଟ୍ରାକର ଶିକ୍ଷକ ସୋପାନ ରେଜିଷ୍ଟର ଜାତୀୟ ଉପଲବ୍ଧି ସର୍ବେକ୍ଷଣ ଏବଂ କମ୍ପୁଟର ଟ୍ୟାବଲେଟ ର ବ୍ୟବହାର ସମନ୍ଧରେ ଶ୍ରୀଯୁକ୍ତ ବିଶ୍ୱାଳ ପୁଙ୍ଖାନୂ ପୁଙ୍ଖ ଭାବେ ଆଲୋଚନା କରିଥିଲେ I ଉକ୍ତ ବୈଠକ ରେ କ୍ଳଷ୍ଟର ର ସମସ୍ତବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଏଫ ଏଳ ଏନ ଶିକ୍ଷକ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ