Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୌଡଗlଡ଼ ରେ ଯାଦବ ସମାଜ ର ବାର୍ଷିକ ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ପଞ୍ଚାୟତ ଅନ୍ତର୍ଗତ ଗୈାଡଗାଡ ଠାରେ ଯାଦବ ସମାଜ ଶକ୍ତି କେନ୍ଦ୍ରର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ଜିଲ୍ଲା ଯାଦବ ସମାଜ ର କୋଷାଧ୍ୟକ୍ଷ ଇନ୍ଦ୍ରଜିତ ପରୁଆ ସଭାପତିତ୍ବ କରିଥିଲେ । ଏହି ବୈଠକ ରେ ଯାଦବ ସମାଜ ର କିଭଳି ଭାବରେ ସମସ୍ତ କ୍ଷେତ୍ରରେ ଉନ୍ନତି ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ହିଲୁଙ୍ଗ ଶକ୍ତି କେନ୍ଦ୍ର ର ସଭାପତି ଉଦ୍ଧବ ମହାକୁର , ବହଲପଦର୍ ଶକ୍ତିକେନ୍ଦ୍ର ସଭାପତି ସନ୍ତୋଷ ଖୁଣ୍ଟୁଲି ଏବଂ ବହଲପଦର୍ ଗ ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି ନୀଳାମ୍ବର ଘିବିଲା ଯୋଗ ଦେଇଥିଲେ । ଶେଷରେ ବହଲପଦର୍ ଶକ୍ତିକେନ୍ଦ୍ର ର ସହ ସମ୍ପାଦକ ଚନ୍ଦ୍ରମଣି ଅଦାବର୍ ଧନ୍ୟବାଦ୍ ଅର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଯାଦବ ସମାଜ ର ଭାଇ ଭଉଣୀ ମାନେ ସାମିଲ ହୋଇଥିଲେ।