Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜଙ୍ଗଲରୁ ସେଲସମା କାଠ ଓ କୋଇଲା ଚୋରା ଚାଲାଣ ବେଳେ 9 ଜଣ ଙ୍କୁ ଗିରଫ କରିଛି ବନ ବିଭାଗ

ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅଧୀନସ୍ଥ ଜଙ୍ଗଲରୁ ସେଲସମା କାଠ ଓ କୋଇଲା ଚୋରା ଚାଲାଣ ହେଉଥିବା ଅଭିଯୋଗ ରେ ନଅ (9) ଜଣଙ୍କୁ ଗିରଫ କରିଛି ବନବିଭାଗ I ଏଥି ସହିତ ଦୁଇଟି ଗାଡି ମଧ୍ୟ ଜବତ କରାଯାଇଥିବା ଉଲୁଣ୍ଡା ରେଞ୍ଜର ସଞ୍ଜିବ କୁମାର ରାଉତ ସୂଚନା ଦେଇଛନ୍ତି I