Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଧର୍ମ ପରାୟଣ ମହିଳାଙ୍କ ପରଲୋକ

ବରଗଡ଼: ବରଗଡ଼ କଲେଜ ରୋଡ଼ ନିବାସୀ ସ୍ଵର୍ଗତ ଡାକ୍ତର ନାରାୟଣ ପ୍ରସାଦ ସାମଲ ଙ୍କ ସହଧର୍ମିଣୀ ସରୋଜିନୀ ସାମଲଙ୍କ ୯୧ ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ କାରଣରୁ ଗତକାଲି ତାଙ୍କର ପରଲୋକ ହୋଇଯାଇଅଛି । ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ !
ମୃତ୍ୟୁ ସଜ୍ୟା ନିକଟରେ ତିନି ପୁଅ ବୋହୂ ପ୍ରଶନ୍ନ – ଭାରତୀ, ପ୍ରଦ୍ୟୁମ୍ନ -ଅନୁଶୁୟା, ପ୍ରଦୀପ୍ତ – ସ୍ବପ୍ନା ଓ ନାତି ନାତୁଣୀ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ ! ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନକୁ ଆସି ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ! ଗୋବିନ୍ଦ ପାଲି ସ୍ଵର୍ଗଦ୍ଵାର ରେ ଅନ୍ତିମ ସଂସ୍କାର କରାଯାଇଥିଲା! ବଡ଼ପୁଅ ପ୍ରଶନ୍ନ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଏ ଅଞ୍ଚଳରେ ଶୋକରଛାୟା ଖେଲି ଯାଇଛି।