Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସମ୍ବଲପୁରରେ ମୋ ବସ୍ ସେବା ବନ୍ଦ

ସମ୍ବଲପୁର: ମହିଳା କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ସମ୍ବଲପୁରରେ ବନ୍ଦ ରହିଛି ମୋ ବସ୍ ସେବା । ଦରମା କାଟ ଓ ବସରେ ଅବ୍ୟବସ୍ଥା ବିରୋଧରେ ମହିଳା କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁସାରେ ଗାଡ଼ିରେ ପ୍ରବଳ ଭିଡ଼ ହେଉଥିବାରୁ ଟିକେଟ କାଟିବାରେ ଅସୁବିଧା ହେଉଛି । ଏହାଛଡ଼ା ଅନେକ ସମୟରେ କର୍ମଚାରୀଙ୍କ ଦରମା କାଟ କରାଯାଉଛି । ଏହାକୁ ପ୍ରତିବାଦ କରିବା ସହ ତୁରନ୍ତ ସମସ୍ୟାର ସମାଧାନ ଦାବିରେ ଧାରଣାରେ ବସିଛନ୍ତି ମହିଳା କର୍ମଚାରୀ ।