Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାଧାକୃଷ୍ଣ ଙ୍କୁ ବିରାଟ ଶୋଭାଯାତ୍ରା ରେ କଲେ ନଗର ପରିକ୍ରମା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ସୁବଳୟl ରାଧlକୃଷ୍ଣ ମଠ ଠାରୁ ଏକ ସୁସଜ୍ଜିତ ରଥରେ ରାଧାକୃଷ୍ଣ ଙ୍କୁ ନଗର ପରିକ୍ରମା କରିଥିଲେ l ଏହି ନଗର ପରିକ୍ରମା ମହାରାଜ ବ୍ରହ୍ମଚାରି ଅଭିରାମ ଦାଶ ମଠାଧି କାରୀ ଙ୍କ ତତ୍ୱବାଧାନରେ ବହୁ ସଂଖ୍ୟକ ଭକ୍ତ ସାମିଲ ହୋଇଥିବା ବେଳେ ମଂଦିର ପରିସରରେ ସୁବଳୟl ଗ୍ରାମବାସୀ ଙ୍କ ସହଯୋଗ ରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା l ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଏହି ଉତ୍ସବ ପାଳନ ହୋଇଥାଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ