Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ ବର୍ଡାକଟା ରେ ମାର୍ଗଶୀର ମାସ ସାରା ଲକ୍ଷ୍ମି ପୂଜା

ବୀରମହାରାଜପୁର : (ସୌମୀତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଂଚାୟତ ର ବଡ଼ବରଡ଼ା କଟା ଠାରେ ମାର୍ଗଶିର ମାସ ଆରମ୍ଭ ରୂ ମାର୍ଗଶିର ପୂର୍ଣ୍ଣିମା ପର୍ଯ୍ୟନ୍ତ ଲଷ୍ମୀପୂଜା ଆୟୋଜିତ ହେଉଛି l ସବୁଦିନ ସକାଳୁ ପୂଜା ଆରମ୍ଭ ହେଉ ସନ୍ଧ୍ୟା ରେ ସନ୍ଧ୍ୟା ଆଳତି ହେଉଛି l ପୂଜକ ଭାବରେ ଗୌନ୍ତିଆ ଶିବନାରାୟଣ ମିଶ୍ର ଓ ସୁଷେଣ ପୁରହିତ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଉଛନ୍ତି I ବିଦ୍ୟାଧର ଦେହୁରି , ସୁମନ ବେଲଘରିଆ , ବିଶ୍ୱ ଗାଈଗରିଆ , ଆଲୋକ ପାତ୍ର ପ୍ରମୁଖ ସହଯୋଗ କରୁଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ