Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ଶିକ୍ଷକ ଆମ୍ବରିସ ପଣ୍ଡା ଙ୍କୁ ମିଳିଲା ଜାତୀୟ ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ବୀରମହାରାଜପୁର : (ସୌମିତ୍ରି ମେହେର)
ଜାତୀୟ ସ୍ତରୀୟ ଅନୁଷ୍ଠାନ ଓ୍ବାର୍ଲଡ୍ ଚାରିଟି ୱେଲ୍‌ଫେୟାର ଫାଉଣ୍ଡେସନ ତରଫରୁ ଶିକ୍ଷକ ଅମ୍ବରୀଶ ପଣ୍ଡାଙ୍କୁ ଜାତୀୟ ଶ୍ରେଷ୍ଠ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଛି। ଶ୍ରୀ ପଣ୍ଡାଙ୍କ ସାମଗ୍ରୀକ ଶିକ୍ଷକତା ଜୀବନର ମାନ ନିର୍ଦ୍ଧାରଣ କରି ଏହି ସମ୍ମାନ ପ୍ରଦାନ କରାଯାଇଛି । ସଂପୃକ୍ତ ଅନୁଷ୍ଠାନର ବାର୍ଷିକ ସମାରୋହରେ ପୁରୀ ଟାଉନ୍ ହଲ୍ ଠାରେ ଆୟୋଜିତ ଏହି ସମାରୋହରେ ସାଂସଦ ଶୁଭାଶିଷ ଖୁଣ୍ଟିଆ ଶ୍ରୀ ପଣ୍ଡାଙ୍କୁ ଉପଢୌକନ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ