ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ବ୍ଲକ କେନଝିରିଆ ପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ (ଆମସଂକୃତି ଓ ଆମ ଖେଳଣା )କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ କେନଝରିଆପାଲି ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ବିନୟ ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ଆନନ୍ଦ ମେଣ୍ଡିଲି ଓ ପଞ୍ଚସଖା ସେତୁ ର ସଭାପତି ଗୁଣ ସାଗର କର୍ଣ ସମ୍ମାନୀତ ଅତିଥି ଭାବରେଯୋଗ ଦେଇ ଆମ ସଂସ୍କୃତି ଓ ଖେଳନା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବୀନ ସୁନ୍ଦର ଜଗଦଳା ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ଶିକ୍ଷକ ହରିଶଙ୍କର ରଣା ଆମସଂକୃତି ଓ ଆମ ଖେଳନା ଉପରେ ଆଲୋଚନା କରିଥିଲେ l ବିଦ୍ୟାଳୟ ର ଖେଳ ଶିକ୍ଷକ ଇନ୍ଦ୍ରଜିତ ଦାଶ ଆମସଂକୃତି ଓ ଆମ ଖେଳନା ଗୁରୁତ୍ୱ ଉପରେ ବୁଝାଇ ଥିଲେ l ବିଦ୍ୟାଳୟ ର ଅନ୍ୟତମ ଶିକ୍ଷକ ଅଚୁତ୍ୟlନନ୍ଦ ପାଣ୍ଡେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I ରାଜେଶ ପାତ୍ର ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ l
କେନଝରିଆ ପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ
