Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚମ୍ପାମାଳ ର ଆଦ୍ୟାଶା ପୁରୋହିତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଟପ୍ପର

ବୀରମହାରାଜପୁର : (ସୌମିତ୍ରି ମେହେର)
ସୋନପୁର ସାହାରା ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଆଦ୍ୟାଶା ପୁରୋହିତ ଚଳିତ ମାଟ୍ରିକ ପରୀକ୍ଷାରେ 94 ପ୍ରତିଶତ ମାର୍କ ରଖି ସୁବର୍ଣ୍ଣପୁର ଜିଲ୍ଲା ରେ ଟପ୍ପର ହୋଇଛନ୍ତି I ସେ ବୀରମହାରାଜପୁର ସ୍ଥିତ ଚମ୍ପାମାଳ ଗ୍ରାମ ମନୋରଞ୍ଜନ ପୁରୋହିତ ଙ୍କ ଝିଅ l ଆଦ୍ୟାଶା ବୀରମହାରାଜପୁର ଅଞ୍ଚଳ ତଥା ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l