ବୀରମହାରାଜପୁର ଉପ କାରାଗାର ଅନ୍ତେବାସୀ ଙ୍କ ଉଦ୍ଦେଶ୍ୟରେ ଦୁଇଟି କୁଲର୍ ପ୍ରଦାନ କଲେ ସାମାଜ ସେବି ଯୁବକ ଶୁଭମ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକlରlଗlର ର ଅନ୍ତେବାସି ଙ୍କ ଉଦ୍ଦେଶ୍ୟରେ ଆଜି ୨ଟି କୁଳର ଦାନ କରିଛନ୍ତି ସମାଜସେବୀ ଶୁଭମ୍ ଭୋଇ l ବର୍ତ୍ତମାନ ଗ୍ରୀଷ୍ମ ର ପ୍ରବାହ ଜlରିରହିଛି l ଏହି ଅବସରରେ ଉପକାରାଗାରରେ ବିଚାରଧୀନ କଏଦୀ ମାନଙ୍କୁ ଗରମ ରୁ ଟିକେ ଅlଶ୍ୱତି ପାଇବାପାଇଁ ଆଜି ଉପକାରlଗାର ରେ କାର୍ଯ୍ୟରତ ଜେଲର ଶ୍ରୀଯୁକ୍ତ କାଳିନ୍ଦୀ ସାର୍ ଙ୍କୁ୨ଟି କୁଳର ପ୍ରଦାନ କରିଛନ୍ତି ଶୁଭମ୍ l ଶୁଭମ୍ ହେଉଛନ୍ତି ପୂର୍ବତନ ବୀରମହାରାଜପୁର ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ସନ୍ତୋଷ କୁମାର ଭୋଇ ଓ ବ୍ଲକ୍ ଅଧକ୍ଷା ଶ୍ରୀମତୀ ସୁଷମା ଭୋଇ ଙ୍କ ସୁପତ୍ର ଅଟନ୍ତି l ବାପାଙ୍କ ପରି ସେ ମଧ୍ୟ ଅଞ୍ଚଳର ଗରିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି l ତାଙ୍କର ଏହି ମହନୀୟ କାର୍ଯ୍ୟ ଦେଖି ଲୋକମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି l