Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି:ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ

ସମ୍ବଲପୁର:ଏକ କାରରେ ଯାଉଥିବା ପ୍ରାୟ ଏକକୋଟି ଟଙ୍କାରୁ ଅଧିକ ମୂଲ୍ୟର ରୁପାକୁ ଆଜି ଏକ୍ସସାଇଜ ବିଭାଗ ପକ୍ଷରୁ ଜବତ କରାଯାଇଛି।
ଝାଡ଼ଖଣ୍ଡ, ଛତିଶଗଡ ଯାଉଥିବା ଏକ କାର ଏମଏଚଓ ଆଇଇଏଫ ୦୫୪୯ ନମ୍ବର କାର ଯାଞ୍ଚ ସମୟରେ ପ୍ରାୟ ଏକ କ୍ୟୁଣ୍ଟାଲ ୧୦ କେଜି ରୂପା କୁ ଏକ୍ସସାଇଜ ବିଭାଗ ରେଙ୍ଗାଲି ତହସିଲ ଅଫିସ ଛକ ନିକଟରୁ ଏହା ଜବତ କରି ଏହାର ଅଧିକ ତଦନ୍ତ ଚାଲାଇଛି।
ତେବେ ଏହା କେଉଁଠୁ ଆସୁଥିଲା ଓ କେଉଁ ଜାଗାକୁ କିଏ କାହା ପାଇଁ ନେଉଥିଲା ସେ ବିଷୟରେ ସବିଶେଷ ତଥ୍ୟ ମିଳିପାରିନି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ