Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମାଜ ସେବୀ ଶତାୟୁ ବ୍ୟକ୍ତିଙ୍କ ପରଲୋକ

ବୀରମହାରାଜପୁର : ରବିବାର ସକାଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଷଣ୍ଢା ଗ୍ରାମର ସମାଜସେବୀ ଆନନ୍ଦ ରାଏଙ୍କ ପରଲୋକ ଘଟିଛି । ତାଙ୍କୁ ୧୦୩ ବର୍ଷ ହୋଇଥିଲା ବୋଲି ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କର ଦୁଇ ପୁତ୍ରଙ୍କ ମଧ୍ୟରୁ ଜ୍ୟେଷ୍ଠ ପୁତ୍ର ସନ୍ତୋଷ ରାଏ ମୂଖାଗ୍ନୀ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ