Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୈଦ ସାହୁ ଆମ ଗହଣରେ ଆଉ ନାହାନ୍ତି

ଭବାନୀପାଟଣ,
୩୧/୦୭
(ଜଗନ୍ନାଥ ନାଏକ): ବୈଦ ସାହୁ (59) ବର୍ଷ ସେ ଆମ ଗହଣରେ ଆଉ ନାହାନ୍ତି। ଭବାନୀପାଟଣା ଶମ୍ଭୁନଗର ପଡା ସ୍ଥିତ ସ୍ଵର୍ଗତ ସାହୁ ଟିଟିଲାଗଡ ରେ ଜନ୍ମିତ। ସେ ସ୍ପାଇନାଲ୍ ସମସ୍ୟା ରେ ପୀଡିତ ହୋଇ 59 ବର୍ଷ ବୟସରେ ପରଲୋକ ହୋଇଯାଇଛନ୍ତି। ସେ ଜଣେ ମିଷ୍ଟ ଭାଷୀ, ପରୋପକାରୀ ଓ ସ୍ନେହୀ ମଣିଷ ଟିଏ ଥିଲେ। ବଲାଙ୍ଗୀର ଜିଲ୍ଲାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କର୍ମଚାରୀ ଥିଲେ। ତାଙ୍କ ମୃତ୍ଯ ଶଯ୍ୟା ନିକଟରେ ଦଇ ଝିଅ ସଂଯୁକ୍ତା, ସଙ୍ଗୀତା, ପୁତ୍ର ଶଙ୍କର, ସୁନିଲ, ବୋହୁ, ଜାମାତା, ନାତୀ ନାତୁଣୀ ବନ୍ଧୁବାନ୍ଧବ ପ୍ରମୂଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁ ରେ ଭବାନୀପାଟଣା ଓ ଟିଟିଲାଗଡ ର ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ